
ଝାଡୁଆପଡା,ସମ୍ବଲପୁର
ଅନ୍ତଃହୀନ ଏଇ ମନର ଭାବନା
ସୁରୁଜ ଛୁଇଁବା ଆଶାରେ,
ଅନ୍ତଃହୀନ ଏଇ ହୃଦୟର ଭାଷା
ପ୍ରକାଶ ହୁଏ ନା ଶବ୍ଦରେ,
ଅନ୍ତଃହୀନ ଆମ ପ୍ରେମ କାହାଣୀ
ଲେଖିହବ ନାହିଁ ଗୋଟେ ପୃଷ୍ଠାରେ,
ଅନ୍ତଃହୀନ ଏ ଆସୁମାରୀ ଇଚ୍ଛା
ପୂର୍ଣ୍ଣହୁଏ ତୁମ ସ୍ପର୍ଶରେ,
ଅନ୍ତଃହୀନ ଏଇ ଶରୀରର ଜ୍ୱାଳା
ଶାନ୍ତ ହୁଏ ମିଳନରେ ॥
0 Comments
You can write now your valuable comments here. Off-topic comments may be removed or deleted without prior notice.