ବସଯାତ୍ରା - ମହା ଗାଲୁଆ ସନୁ

0

ବସ ସେଦିନ ଭିଡ ଥିଲା ଏମିତି,
ଗୁଡ଼ ଖଣ୍ଡକୁ ଜନ୍ଦା ଲାଗନ୍ତି ଯେମିତି,
୬୦ ସିଟିଙ୍ଗକୁ ୧୨୦ ଷ୍ଟାଣ୍ଡିଙ୍ଗ ଭର୍ତ୍ତି,
ତଥାପି ଡାକୁଥିଲି ଯାତ୍ରୀ,
ବସ ଭିତରେ ଅଛି ବାରବାଟୀ ଷ୍ଟାଡିୟମ,
କିନ୍ତୁ ସୋରିଷ ବୁଣିବାକୁ ଜାଗା ଥିଲା କମ,
ପାନଖିଆ ବାବୁ ଜଣେ ବୋଳି ଦେଲେ ହାତେ,
ପୁଣି ଗୁଣ୍ଡି ଖଇର କୁ ଚୂନ ତା ସାଥେ,
ଭାରି ହନ୍ତସନ୍ତ ହେଲି ମନେ ମନେ,
ଶପଥ କରିଲି ଆଉ ଯିବିନି ଜୀବନେ ॥



ବ୍ୟଙ୍ଗକାର - ମହା ଗାଲୁଆ ସନୁ
ରାୟଗଡା, ଗୁଣପୁର


Post a Comment

0Comments
Post a Comment (0)