ଦାଶରଥି ସାହୁ
କଳମ୍ବ, ପୋଲସରା, ଗଞ୍ଜାମ
କୁଆଁରୀ ପୂଜିବେ ଚଉରା ମୂଳରେ
କୋଠିକୁ ସଜେଇ ଦେଇ
ମାନସିକ ତାଙ୍କ ଚନ୍ଦ୍ରସମ ରୂପ
ଗୋଟିଏ କୁମାର ପାଇଁ .... ॥
ପୂଜା ଅରଚନା ତ୍ୟାଗ ଉପାସନା
ଓଡିଶା ସଂସ୍କୃତି ଏଇ
କେତେ ମହାନତା ଆମରି ଚଳନୀ
ବୁଝ ମୋ ଭଉଣୀ ଭାଇ... ॥
[Use latest version of web browsers for better optimization & browsing experience of this website.]