ଭୌଗଳିକ ଆବିଷ୍କାର | ଆବିଷ୍କାର କରିଥିବା ବ୍ୟକ୍ତି |
| ଆମେରିକା | ଖ୍ରୀଷ୍ଟଫର କଲମ୍ବସ |
| ଭାରତକୁ ଜଳପଥ | ଭାସ୍କୋଡାଗାମା |
| ସୌର ମଣ୍ଡଳ | କୋପରନିକସ |
| ଗ୍ରହ ଗୁଡିକ | କେପଲର |
| ଦକ୍ଷିଣ ମେରୁ | ଆମଣ୍ଡସେନ |
| ଉତ୍ତର ମେରୁ | ରବର୍ଟ ପେରୀ |
| ଚାଇନା | ମାର୍କୋପୋଲୋ |
| ନିଉ ଫାଉଣ୍ଡଲ୍ୟାଣ୍ଡ | ଗୋବୋଟ ସେବାସ୍ତିଆନ |
| ହଡସନ ବେ | ହେନେରୀ ହଡସନ |
| ମାଉଣ୍ଟ ଏଭେରେଷ୍ଟ | ଇମୁଣ୍ଡ ହିଲାରୀ |
| ଚନ୍ଦ୍ର ପୃଷ୍ଠରେ ପ୍ରଥମ ପାଦ ସ୍ଥାପନ | ନୀଲ ଆର୍ମଷ୍ଟ୍ରଙ୍ଗ |
| ତାସମାନିଆ ଦ୍ଵୀପପୁଞ୍ଜ | ତାସମାନ |
| କେପ ଅଫ ଦି ଗୁଡ ହୋପ | ବଉର୍ଥୋ ରୋମେଲୋଡିଜ |
ଭୌଗଳିକ ଆବିଷ୍କାର
July 16, 2017
0
