ମାହାପୁରୁଙ୍କର ସୁନାବେଶ ଦେଖି
ଯାଇଥେଲା ରଙ୍ଗି ଆଈ
ମାଟିଆ ମାମୁଁ ଟା ଗମାତରେ ଟିକେ
ନାଠି ଟା ଦେଲା ନଗେଇ
ମାମୁଁର ଗାଲକୁ ଏଣ୍ଡୁରି ଭଳିଆ
ଦେଇଛି ଏବେ ଫୁଲେଇ
କହିଲ ଭାଇନା ଆଈ ଯାହାକଲା
କେତେଦୂର ଠିକ ଏଇ
ଆଉ କେଉଁ ଷ୍ଟେପ ନେଇଥିଲେ ସିଏ
ବେଟର ଥାଆନ୍ତା ହୋଇ
ଆଇନିକୁ ହାତେ ନେଇ
ଥୋକାଏ ଭାବନ୍ତି କିରଣ ବେଦୀର
ରୋଅଲ ମଡେଲ ସେଇ


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା