ଦଳିତ ହାଣ୍ଡିରେ ବରାଦୀ ପଙ୍ଗତ
ପକେଇ ଅମିତ ଶାହା
ସପନ ଦେଖୁଚି ଓଡିଶା ରାଇଜେ
ପଦୁଅଁ ଫୁଟିବ ଯାହା
ଚାହାଁରେ ମକରା ଚାହାଁ
ଭୋଅଟ ପେଇଁକି ନେତା ତେଜୁସୁନ୍ତି
ଜାତିଆଣ ଭାବ ନିଆଁ
ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
ଦଳିତ ହାଣ୍ଡିରେ ବରାଦୀ ପଙ୍ଗତ
ପକେଇ ଅମିତ ଶାହା
ସପନ ଦେଖୁଚି ଓଡିଶା ରାଇଜେ
ପଦୁଅଁ ଫୁଟିବ ଯାହା
ଚାହାଁରେ ମକରା ଚାହାଁ
ଭୋଅଟ ପେଇଁକି ନେତା ତେଜୁସୁନ୍ତି
ଜାତିଆଣ ଭାବ ନିଆଁ
ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
[Use latest version of web browsers for better optimization & browsing experience of this website.]