ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
ନାରୀ ତୁମେ ନାରାୟଣୀ ଜନମ ଦାୟିନୀ
ତୁମରି ଜଠରେ ସୃଷ୍ଟି ତୁମେ ଗୋ ଭବାନୀ ॥
ପ୍ରସ୍ତର ମୂର୍ତ୍ତିରେ ନିଥର ସେ କେଉଁ ଦେବତା
ଚଳ ଚଞ୍ଚଳ ଜୀବନ୍ତ ଦେବୀ ତୁମେ ମାତା ॥
କଥାକୁହା ପ୍ରତିମା ଗୋ ନାରୀ ନାରାୟଣୀ
ଏ ଜୀବନ ଜ୍ୟୋତିଧାରା ତୁମେ ଗୋ ଜନନୀ ॥
ରକତକୁ କ୍ଷୀର କରି ଶିଶୁକୁ ବଞ୍ଚାଇ
ଶକ୍ତିବାନ କରିଥାଉ ବଳ ବପୁ ଦେଇ ॥
ସ୍ନେହର ସାଗର ମାତା ପ୍ରେମ ମଧୁଧାରା
ଜୀବନର ଆକାଶରେ ତୁ ତ ଧ୍ରୁବତାରା ॥
ତୋ ପଣତକାନୀ ତଳେ ଦୁନିଆଁର ଦୁଃଖ
ଭୁଲେ ନର ଲଭେ ସେତ ସରଗର ସୁଖ ॥
ତୋପରି ନହେବେ କେହି ଏ ଦୁନିଆଁ ବୁକୁରେ
ନମଇଁ ସେ ମହୀୟସୀ ନାରୀ ପୟରରେ ॥
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ନୂତନ ସଂସ୍କରଣ
- ସାହିତ୍ୟ ସଂସ୍କୃତି ଖବର
0 Comments
You can write now your valuable comments here. Off-topic comments may be removed or deleted without prior notice.