ଆନ୍ଧରା ବେଙ୍କ ରୁ ଚଉଦ ହଜାର
ନେଇଥିଲି କୃଷିଋଣ,
ସ୍ଲୋଗାନ ଦଉଚି ପି॰ଏମ॰ଜି ଛକରେ
ଛାଡ କରିଦିଅ ଋଣ,
ସର୍କାର ହେ ତେମେ ଶୁଣ,
ପଚାଶ ହଜାର ଏସ॰ଏଚ॰ଜି ଲୋନ ଟା
ତା'ସାଙ୍ଗେ ବାକିଆ ଜାଣ ।


ଯେଉଁ ମାନେ ଚାଷୀର ଦାବୀ ନେଇ ରାଜରାସ୍ତାକୁ ନିଜର ଘର କରି ସାରିଲେଣି, ସେମାନେ କଣ କେବଳ ଚାଷ କରି କୁଟୁମ୍ବ ପୋଷୁଛନ୍ତି ?


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା