ନବ ଯଉବନ ଦରଶନ ପେଇଁ
ପହଞ୍ଚିଲି ବଡଦାଣ୍ଡ,
ମୋଟ୍ର ସାଇକେଲ ସାଇଡରେ ରଖି
ମାରି ଦେଇଥିଲି ଷ୍ଟାଣ୍ଡ ।
ଦେଖ ଇନ୍ଦିରଙ୍କ କାଣ୍ଡ,
ଅସରେ ବର୍ଷାରେ ଦାଣ୍ଡ ଉଛୁଳଇ
ବାଇକରେ ଖେଳେ ଧଣ୍ଡ ।
ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
ଆପଣ ବଣମଲ୍ଲୀର ମହକ (ପ୍ରଥମ ସଂସ୍କରଣ) ପୁରୁଣା ୱେବ ପୋର୍ଟାଲକୁ ପ୍ରବେଶ କରିଛନ୍ତି । ନୂତନ ୱେବ ପୋର୍ଟାଲକୁ ପ୍ରବେଶ କରିବାକୁ ଏଠାରେ କ୍ଲିକ କରନ୍ତୁ>>
ନବ ଯଉବନ ଦରଶନ ପେଇଁ
ପହଞ୍ଚିଲି ବଡଦାଣ୍ଡ,
ମୋଟ୍ର ସାଇକେଲ ସାଇଡରେ ରଖି
ମାରି ଦେଇଥିଲି ଷ୍ଟାଣ୍ଡ ।
ଦେଖ ଇନ୍ଦିରଙ୍କ କାଣ୍ଡ,
ଅସରେ ବର୍ଷାରେ ଦାଣ୍ଡ ଉଛୁଳଇ
ବାଇକରେ ଖେଳେ ଧଣ୍ଡ ।
ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
0 Comments
You can write now your valuable comments here. Off-topic comments may be removed or deleted without prior notice.