ସାଧବ ବୋହୁ ଲୋ କେଣେ ଲୁଚିଗଲୁ
ଖୋଜି ବିତିଗଲା ରଜ,
କେତେ ବୁଲୁଥିଲୁ ଘାସ ଗାଲିଚାରେ
ନୂଆ ହୋଇ ସଜବାଜ,
ଅମଣିଷ ମାନେ ହେଜ,
ପୋକମରା ବିଷ ଜ୍ଵାଳାରେ ତାଆର
ବଂଉଶ ବୁଡିଚି ଆଜ ।
ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
ସାଧବ ବୋହୁ ଲୋ କେଣେ ଲୁଚିଗଲୁ
ଖୋଜି ବିତିଗଲା ରଜ,
କେତେ ବୁଲୁଥିଲୁ ଘାସ ଗାଲିଚାରେ
ନୂଆ ହୋଇ ସଜବାଜ,
ଅମଣିଷ ମାନେ ହେଜ,
ପୋକମରା ବିଷ ଜ୍ଵାଳାରେ ତାଆର
ବଂଉଶ ବୁଡିଚି ଆଜ ।
ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
[Use latest version of web browsers for better optimization & browsing experience of this website.]