ଜାତି ବିଚାରରେ ସର୍କାରୀ ଚାକିରୀ
ସଂରକ୍ଷଣ ଆଜି ଯାଏଁ,
ଜାତି ଆଧାରରେ ରାଷ୍ଟ୍ରପତି ପ୍ରାର୍ଥୀ
ବଡ ବିଡମ୍ବନା ହାଏ !
ନେତାଙ୍କର କିସ ଯାଏ ?
ଭୋଅଟ ବେଏଙ୍କ ପଲଟିକ୍ସ ପେଇଁ
ଦେଶ ସ୍ଵାର୍ଥ ଗୁଡବାଏ ।
ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
ଜାତି ବିଚାରରେ ସର୍କାରୀ ଚାକିରୀ
ସଂରକ୍ଷଣ ଆଜି ଯାଏଁ,
ଜାତି ଆଧାରରେ ରାଷ୍ଟ୍ରପତି ପ୍ରାର୍ଥୀ
ବଡ ବିଡମ୍ବନା ହାଏ !
ନେତାଙ୍କର କିସ ଯାଏ ?
ଭୋଅଟ ବେଏଙ୍କ ପଲଟିକ୍ସ ପେଇଁ
ଦେଶ ସ୍ଵାର୍ଥ ଗୁଡବାଏ ।
ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
[Use latest version of web browsers for better optimization & browsing experience of this website.]