ଆମେ ଦୁହେଁ

0
ଲିପା ଦଳାଈ
ହାଇଟେକ ନର୍ସିଙ୍ଗ କଲେଜ, ଭୁବନେଶ୍ଵର

ତୁ ଆଉ ମୁଁ
ଗୋଟିଏ ପୃଷ୍ଠାର ଫରଦ ଦୁଇ
ଶୋଷ ତୁ ହେଲେ
ଅବଶୋଷ ମୁହିଁ ...

ଆମେ ଦୁହେଁ
ଅବା ଜୀବନେ ଆମର
ପ୍ରେମ ମୁଁ ହେଲେ
ବିରହ ସାଜିଛୁ ତୁହି...

Post a Comment

0Comments
Post a Comment (0)