
ଶୀର୍ଷକ : | କିଛି ସମ୍ପର୍କ |
ବିଷୟ : | କିଛି ସମ୍ପର୍କ ଏମିତି ଥାଏ ଅନ୍ତ ତାହାର କେବେ ନ ହୁଏ ! କିଛି ସମ୍ପର୍କ ଗଢ଼ିବ କିଏ ଗଢୁ ଗଢୁ ପୁଣି ଭାଙ୍ଗୁ ଥାଏ ! କିଛି ସମ୍ପର୍କ ଅମୂଲ୍ୟ ଅଟେ ଭାଙ୍ଗିବା ଚେଷ୍ଟା ବିଫଳ ହୁଏ ! କିଛି ସମ୍ପର୍କ ଅଢେଇ ଦିନ ଥରେ ଭାଙ୍ଗିଲେ ଖୋଜେନି ମନ ! କିଛି ସମ୍ପର୍କ ଅତି ନିବିଡ଼ ଲାଗଇ ସଦା ସ୍ନେହର ଭିଡ଼ ! କିଛି ସମ୍ପର୍କ ବିଷାକ୍ତ ଫଳ କିଛି କ୍ଷଣରେ ହୁଅଇ କାଳ ! କିଛି ସମ୍ପର୍କ ଯୁଗ ଯୁଗର ବାଣ୍ଟଇ ଭାଗ ସୁଖ ଦୁଃଖର ! |
ବିଭାଗ : | କବିତା |
ଲେଖକଙ୍କ ନାମ : | କାହ୍ନୁ ଚରଣ ସାହୁ |
ଠିକଣା : | ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି ଓଡିଶା India |
ଫୋନ : | 824-952-0880 |
ଇମେଲ : | kahnu447@gmail.com |
0 Comments
You can write now your valuable comments here. Off-topic comments may be removed or deleted without prior notice.