ଶୀର୍ଷକ : | କିଛି ସମ୍ପର୍କ |
ବିଷୟ : | କିଛି ସମ୍ପର୍କ ଏମିତି ଥାଏ ଅନ୍ତ ତାହାର କେବେ ନ ହୁଏ ! କିଛି ସମ୍ପର୍କ ଗଢ଼ିବ କିଏ ଗଢୁ ଗଢୁ ପୁଣି ଭାଙ୍ଗୁ ଥାଏ ! କିଛି ସମ୍ପର୍କ ଅମୂଲ୍ୟ ଅଟେ ଭାଙ୍ଗିବା ଚେଷ୍ଟା ବିଫଳ ହୁଏ ! କିଛି ସମ୍ପର୍କ ଅଢେଇ ଦିନ ଥରେ ଭାଙ୍ଗିଲେ ଖୋଜେନି ମନ ! କିଛି ସମ୍ପର୍କ ଅତି ନିବିଡ଼ ଲାଗଇ ସଦା ସ୍ନେହର ଭିଡ଼ ! କିଛି ସମ୍ପର୍କ ବିଷାକ୍ତ ଫଳ କିଛି କ୍ଷଣରେ ହୁଅଇ କାଳ ! କିଛି ସମ୍ପର୍କ ଯୁଗ ଯୁଗର ବାଣ୍ଟଇ ଭାଗ ସୁଖ ଦୁଃଖର ! |
ବିଭାଗ : | କବିତା |
ଲେଖକଙ୍କ ନାମ : | କାହ୍ନୁ ଚରଣ ସାହୁ |
ଠିକଣା : | ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି ଓଡିଶା India |
ଫୋନ : | 824-952-0880 |
ଇମେଲ : | kahnu447@gmail.com |
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ବହି ଓ ପତ୍ରିକା
- ୱେବ ରେଡିଓ
- ଇଭେଣ୍ଟ
- ସାହିତ୍ୟ ସଂସ୍କୃତି ଖବର
- ପୂର୍ବ ସଂସ୍କରଣ
- ନୂତନ ସଂସ୍କରଣ
0 Comments
You can write now your valuable comments here. Off-topic comments may be removed or deleted without prior notice.