ଜୀବନ ଜୀବିକା ଅସହାୟ ଏଠି
ବାଟ ଓଗାଳୁଛି ଜାତି
ଆଶା ସ୍ବପ୍ନ ସବୁ ମରିମରି ଯାଏ
ଭିଷଣ ଏ ପରିସ୍ଥିତି
ବଞ୍ଚିବାର ମୋହ ଘାରୁଚି ସଭିଙ୍କୁ
ଦାନା ପାଇଁ ସର୍ବେ ବ୍ୟସ୍ତ
ଶ୍ରମିକ ନହୋଇ ଶିଶୁଟି ପଢ଼ିଲେ
ଦୁର୍ଦିନ ହୁଅନ୍ତା ଅସ୍ତ.....

ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ  ।