ମନେ ପଡ ତୁମେ,
ସତରେ କାହିଁ ତୁମ ଛବି ସପନେ ଆସେ,
ସପନ ନଦେଖିଲେ ବି ଆଖି ଆଗରେ ଆସେ,
କିନ୍ତୁ,
ତୁମକୁ ତ ମୁଁ କେବେ ସତରେ ଦେଖିନି,
ହେଲେ ତୁମକୁ କଳନା ରେ କାହିଁ ଦେଖୁଛି,
ହେଲେ,
କୁହୁକିନି ନା ତମେ ମାୟାବିନୀ,
ତମକୁ ପ୍ରତିମୁହୂର୍ତରେ ନ ଦେଖିଲେ ମତେ
ବ୍ୟସ୍ତ ଲାଗେ କାହିଁ,
ସତରେ..
ମନେ ପଡ ତୁମେ_______
ତୁମର ପ୍ରତିଛବି ମୋ କଳନା ର ସ୍ମୃତି,
କିନ୍ତୁ ଛବି ତୁମ ମୋ ଭାବନା ଶକ୍ତି,
ହଁ.. ସତରେ ମନେ ପଡ ତୁମେ ।


ରଚନା : ସ୍ପନ୍ଦନ କୁମାର ପରିଡ଼ା

ଠିକଣା : ନୟାଗଡ,  ଦୂରଭାଷ :