କବିତା - ମାଂସ ପିପାସୁ - ଜୟନ୍ତୀ ବେହେରା ମୁଦୁଲି

0

ମାତିଛି ମାଂସ ପିପାସୁ ରୂହରେ ସାବଧାନ
କାନ୍ଦି ପକା ଏ ଜନନୀ
ଗର୍ଭ ରେ ମାରେ ସନ୍ତାନ..
ପିନ୍ଧା ଏ ପୂଣ ପୋଷାକ ନପଡୁ କା ନଜର
ଶାଗୁଣା ପରି ଚାହିଁଛି ଶିକାରୀ
ଖାଇବ ଡେଇଁଲେ ବୟସ ସତର..
କେତେବେଳେ ସେ ଶିଶୁ ରୂପେ ମରେ ହୋଇ ଦୁର୍ବଳ I.
କେତେବେଳେ ସେ ଶାଶୁ ଘରେ ମରେ ହୋଇ ଅବଳା...
ମାଂସ ପିପାସୁ ଦେଖେନି କି ଶିଶୁ
ଦେଖେନି ସେ କା ଭାଗିନୀ.
ନିଜ ପୁରୁଷତ୍ୱ ପାଇଁ ଅନ୍ୟ କୁ କରେ ଦାଣ୍ଡିନି..
କାନ୍ଦୁଚି କାନ୍ଦି ବ ସବୁ ଯୁଗେ ସେ ଚିରତନି..
ଲୁହ ତା ସୁଖିବ ସାଜିବ ମହିଷା ମାରଦିନୀ...


ରଚନା : Jayanti behera muduli

ଠିକଣା : Bhubaneswar ଦୂରଭାଷ :

Post a Comment

0Comments
Post a Comment (0)