କବିତା - ଭାଇ - କଳ୍ପନା କଳ୍ପଲତା ବିଶ୍ଵାଳ

0

ନୟନର ଜ୍ୟୋତି ତୁମେ
ସାହିତ୍ୟ ଜଗତରେ ମୋତି
ରମଣୀୟ ରାମ ନାମେ ମୁକ୍ତି
ନଶ୍ଵର ଶରୀରେ ଦିଗନ୍ତର ଶାନ୍ତି
ଦୁଃଖ ହୀନ ଦୟାବାନ୍
ନିର୍ବିକଳ୍ପ ସଦା ପରିତୃପ୍ତି
ଆବିଳତା ହୀନ ହସ ହସ
ମୁଖଶ୍ରୀ ତୁମର ଭରି ଦିଏ
ମୋ ମନରେ  ଅଂଶୁମାନ ଦିପ୍ତି
ଭାଇ ରୂପେ ତୁମେ ମୋର
ପୂଣ୍ଯ ଫଳ ପ୍ରାପ୍ତି
ରକ୍ଷାର କବଚ ମୋର
ଶ୍ରଦ୍ଧା ଆଉ ପ୍ରତୀ

କଳ୍ପନା କଳ୍ପଲତା ବିଶ୍ଵାଳ
ଚଷାପଡା, ଜଗତସିଂହପୁର
ମୋ-୬୩୭୦୮୬୪୪୧୨

Post a Comment

0Comments
Post a Comment (0)