
ଉଠିଛେ ତିନ୍ ଶ ସତୁର୍ ,
ଇତିହାସ୍ ଆଜି ବଦଲି ଯାଇଛେ
ବିକାଶ୍ ନି ହୁଏ ଉଛୁର୍ .
ଅଖଁଡ୍ ଭାରତ୍ ବରକସ୍ ହେବା
ପାଇବେ କେତନି ସୁବିଧା,
ଗୁଟେ ଭାରତେ ଗୁଟେ ତିରଙ୍ଗା ଉଡବା
ନାଇନ ଟିକେ ବି ବାଧା.
ଗୁଟେ ଦେଶରେ ଜୁଡେଟେ ସଂବିଧାନ୍
ଲାଗୁଥିଲା ଟିକେ ଅଡୁଆ,
ସଭିଁଏ ଇହାଦେ ଗୁଟେ ମାଆଁର୍ କୁଲେ
ମାରମା ଏକାନେ ମୁଡିଆ.
ସତୁର୍ ବଛରର୍ ବନେଟେ ବିମାରି
ଇହାଦେ ଯାଇଛେ ସରି,
ସଭେ ଯାକ ଇନ ଏକାନେ ବଚଁମା
ମହମ୍ମଦ୍ ଡାକୁଁ କି ହରି.
ସାତଟା ଥିଲା ନଅଁଟା ବନଲା
କେନ୍ଦ୍ର ହୁକୁମତ୍ ରାଏଜ୍ ,
ଉପରେ ସୁକୁନ୍ ପାଉଥିବେ "ଅଟଲ"
ଇ କଥା ଶୁନି ଆଏଜ୍ .
ଆମର୍ ଜବାନ୍ ଆରୁ ନି ଖାଏ ଗୁଲି
ଅକାଲେ ନି ପଡେ ଟଲି,
ଆତଙ୍କବାଦ୍ କୁ ଜନମ୍ କଲା ଦେଶ୍
ଇହାନେ ଯାଉଛେ ଜଲି.
ଇହାନେ ଯାଉଛେ ଜଲି.