କବିତା - ଜଗନ୍ନାଥ - ରଶ୍ମିମୟୀ ପଟ୍ଟନାୟକ

0
ଭାବରେ କି ମୋରୋ ଅଭାବ ରହିଲା
କିବା ଶୁଣିଲନି ଡାକ
ଡାକି ଡାକି ତଣ୍ଟି ସୁଖୀ ତ ଗଲାଣି
ମରି ତ ଗଲାଣି ଭୋକ
ବଡ ଦେଉଳିଆ ଦେଉଳେ ବସିଛ
ମୁଁ ତ ହିନୀ ମାନ ଜନ
ତେଣୁ କି ମୋ ଡାକ କାନେ ପଡୁନାହିଁ
ବିକଳ ହୁଏ ମୋ ମନ
କାହିଁକି ପ୍ରଭୁ ହେ ମନ ମନ ଊଣା କଲ
କି ଦୋଷ କରିଲି ମୁଁହି
ବଡ. ଭାଇ ସଙ୍ଗତେ ରହିଅଛ ତୁମେ
ମଝି ରେ ତ ଚାନ୍ଦ ମୁହିଁ
ଏତିକି କରୁଣା କର ହେ ଠାକୁରେ
ଦିନ ଜନ ର ହିତରେ
ତୁମ ନାମ ନେଇ ତୁମ ବାନା ଚାହିଁ
ଲୀନ ହେବି ମୁଁ  ଭାବ ସାଗରେ


ରଚନା : Rasmimayee pattnaik

ଠିକଣା : Jatni ଦୂରଭାଷ :


Post a Comment

0Comments
Post a Comment (0)