କାଏଁ ସରାବନ୍ କାଏଁ କାରତିକ୍
ନାଇଁ ମାନୁଁ ଆମେ ହବିଷ୍
ଡେଲି ଖାଏଲେ ବି ଅରୁଚି ନାଇଁ
ଆମକେ ବିଷର୍ ଆଁଇଷ୍ ।
ପଁଚକ୍ ଗାଧଲେ କାଁଏ କରମୁଁ
ଦିହିଁ ସାଫ୍ ହେବା ପାପ୍ ନୁହେ
ପେଟ୍ ଭରଲେ ଆତମା ଶାଁଏତ୍
ଦିହିଁ ବି ପାଏବା ବଫୁ ଆଏ।
ପାଁଚ୍ ଦିନକେ ପାଁଚଟା ବିସର୍
ଅଲଗା ଅଲଗା କିସମ୍
ଚିକେନ୍, ମଟନ୍, କ୍ରାବ୍, ଫିସ୍
ସଲାସୁଲି ଦିନେ ପ୍ରନ୍।
ମନ୍ ଖୁଁଟ୍ ଖୁଁଟ୍ ବିସର୍ ଦେଖି
ଟୁଁଣ୍ ମୁଜି କାଏଁ ରହେମୁଁ
ଲୟେ ଥଉ ଖାଲି ସବଜାନ୍ତାର୍ ନେ
ପେଟ୍ କେ ଦୁଖ୍ କାଏଁ ଯେ ଦେମୁଁ ।


ରଚନା : ଶୁକଦେବ ସାହୁ

ଠିକଣା : ମୁଁ/ପୋ-ଖାରୀ,ଭାୟା- ତରଭା,ଜି- ସୁବର୍ଣ୍ଣପୁର ଦୂରଭାଷ : 9777094090