କବିତା - ମନର ଦେବତା - ଡକ୍ଟର ଲକ୍ଷ୍ମଣ ସାହୁ

0
ମନ ଖୋଜୁଥିଲା ମନର ଦେବତା
ପାଇଛକି ଜାଣେ ନାହିଁ
ତମ ମନ୍ଦିରର କେହେବ ଦେବତା
କହିଦବ ଥରେ ଚାହିଁ :
ଖୋଜି ନପାରି
ଲେ ଖୋଜୁଥାଅ ମନେ
ହୃଦୟେ କୋହକୁ ଚାପି
ରାଣଦେଲି ସଖୀ ମୋ ମରଣ କାଳରେ
ଦେବ ଟିକେ ତମେ ହସି
ତମ ହସ ଦେଖି ଶାନ୍ତିରେ ମରିବି
ନଥିବ ମନେ ମୋ କୋହ
କେମିତି ମରିବି ତମ ଦୁଃଖ ଦେଖି
ଝରାଉଛ ତମେ ଲୁହ :::


ରଚନା : ଡକ୍ଟର ଲକ୍ଷ୍ମଣ ସାହୁ

ଠିକଣା : 'ତାରା ନିଳୟ ' ମୁକୁନ୍ଦ ପ୍ରସାଦ , ଖୋର୍ଦ୍ଧା,  ଦୂରଭାଷ :

Post a Comment

0Comments
Post a Comment (0)