ଓଡ଼ିଶାର ଗର୍ବ
ଏତ ଓଡ଼ିଶାର ରତ୍ନ, 
ଦେଶରେ ଖ୍ୟାତ
ସେତ ବିଦେଶେ ବିଖ୍ୟାତ |
କାଳିଜାଈରେ ସନ୍ଧ୍ୟା
ମନକୁ କରେ ବିଭୋର ,
ପାରିକୁଦ, ମାଲୁଦର ଦୃଶ୍ୟ
ଅତ୍ୟନ୍ତ ମନହୋର |
ବିଦେଶାଗତ ପକ୍ଷୀଙ୍କ
ଏତ ଆଶ୍ରୟର ସ୍ଥଳୀ,
ଶୀତ ଆଗମନେ
ଆସି ଏଠି କରନ୍ତି ଗହଳି | 

Writer's Details: Ranjita Das, NIT Rourkela, Odisha India
Content Category:
Submission Date: Nov 12, 2019