କହରେ ହାତୀ ଏକ
ଖାଇବା ଆମେ କେକ ॥
କହରେ ହାତୀ ଦୁଈ
ଆମେ ଭଉଣୀଭାଇ ॥
କହରେ ହାତୀ ତିନି
ଖାଇବା ଟିକେ ଚିନି ॥
କହରେ ହାତୀ ଚାରୀ
ବୁଲିଯିବା ଆମେ ପୁରୀ ॥
କହରେ ହାତୀ ଛଅ
ଛତାବାଡି ଟା ଧର ॥
କହରେ ହାତୀ ସାତ
କହିବା ନିତି ସତ ॥
କହରେ ହାତୀ ଆଠ
ନ ଉଠ କରି ମଠ ॥
କହରେ ହାତୀ ନଅ
ସ୍କୁଲ୍ କୁ ବେଗେ ଯାଅ ॥
କହରେ ହାତୀ ଦଶ
ମୁରୁକି ମୁରୁକି ହସ ॥


ରଚନା : Diptilekha mishra

ଠିକଣା : ଗୋଇଲୁଣ୍ତି, ବ୍ରହ୍ମପୁର,
ଫୋନ ନମ୍ବର : 8260285619