
ମୁଁ ଗଛ
କାଟ ନାହିଁ ହାଣ ନାହିଁ
ଲାଗେ ଭାରି କଷ୍ଟ।
ମୁଁ ଗଛ
ମୋରବି ଜୀବନ ଅଛି
ବଞ୍ଚି ବାର ଅଧିକାର ଅଛି
ଥରେ ମନେ ହେଜ
ହୁଏନା ନିଷ୍ଟୁର କରନାହିଁ
ମୋତେ ଶେଷ ।
ମୁଁ ଗଛ
ସଭିଙ୍କ ସାଥେ
ହସ ଖୁସି ହୁଏ
ସ୍ନେହ ରଜୁରେ ବାନ୍ଧି ଥାଏ
ଦିଏନି କାହା ମନେ ଦୁଃଖ।
ମୁଁ ଗଛ
ବନ୍ଧୁତାର ହାତ
ବଢାଇ ଥାଏ
ପାଦ ସହ ପାଦମେଳେଇ
ଚାଲେ ମୁହିଁ
ନ ରଖି ମନେ ମୋ ଦକ।
ମୁଁ ଗଛ
ବିବର୍ତ୍ତନବାଦର ଶ୍ରେଷ୍ଟ
ଜିବକୁ ଦିଏ ସୁରକ୍ଷା
ନକରି ମନେ ଖେଦ
ଯାହା ସେ ଖୋଜେ
ତାହା ମୁଁ ଦିଏ
ନକରି ମନେ ଶୋକ।
ମୁଁ ଗଛ।
ପ୍ରକୃତି ରାଣୀର
ଅଳଙ୍କାର ମୁଁ
ଦିଶୁ ଥାଏ ଜକ ଜକ।
ମୁଁ ଗଛ।
ଜମ୍ବେଶ୍ବରପୁର, ବାଲେଶ୍ବର
କାଟ ନାହିଁ ହାଣ ନାହିଁ
ଲାଗେ ଭାରି କଷ୍ଟ।
ମୁଁ ଗଛ
ମୋରବି ଜୀବନ ଅଛି
ବଞ୍ଚି ବାର ଅଧିକାର ଅଛି
ଥରେ ମନେ ହେଜ
ହୁଏନା ନିଷ୍ଟୁର କରନାହିଁ
ମୋତେ ଶେଷ ।
ମୁଁ ଗଛ
ସଭିଙ୍କ ସାଥେ
ହସ ଖୁସି ହୁଏ
ସ୍ନେହ ରଜୁରେ ବାନ୍ଧି ଥାଏ
ଦିଏନି କାହା ମନେ ଦୁଃଖ।
ମୁଁ ଗଛ
ବନ୍ଧୁତାର ହାତ
ବଢାଇ ଥାଏ
ପାଦ ସହ ପାଦମେଳେଇ
ଚାଲେ ମୁହିଁ
ନ ରଖି ମନେ ମୋ ଦକ।
ମୁଁ ଗଛ
ବିବର୍ତ୍ତନବାଦର ଶ୍ରେଷ୍ଟ
ଜିବକୁ ଦିଏ ସୁରକ୍ଷା
ନକରି ମନେ ଖେଦ
ଯାହା ସେ ଖୋଜେ
ତାହା ମୁଁ ଦିଏ
ନକରି ମନେ ଶୋକ।
ମୁଁ ଗଛ।
ପ୍ରକୃତି ରାଣୀର
ଅଳଙ୍କାର ମୁଁ
ଦିଶୁ ଥାଏ ଜକ ଜକ।
ମୁଁ ଗଛ।
ଜମ୍ବେଶ୍ବରପୁର, ବାଲେଶ୍ବର
