ତାର କମନୀୟ ନମନୀୟ ଗୁଣ
ନୁଆଁଇ ଦିଏ ସେ ମୁଣ୍ଡଲୌହ ଦଣ୍ଡ କିନ୍ତୁ ଯେତେ ଶକ୍ତ ଥାଉ
ବେଳ ପଡ଼ିଲେ ଦି ଖଣ୍ଡ।। 0
ବିପଦ ବେଳାରେ ମଥା ନତ କଲେ
ବିପଦ ଯାଏ ସେ ହଟି
ଅତି ଗର୍ବେ ପରା ହତ ଲଙ୍କା ହୁଏ
ସର୍ବସ୍ଵ ଯାଏ ସେ ଲୁଟି।। 1
Writer's Details: Satya Prakash Sethy
Content Category:
Submission Date: Jun 14, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.