ଜୀବନର ମୂଲ କିଏବା ବୁଝିଛି
ଯାତ୍ରାତ ଅଜଣା ପଥେ
ଉଠାଣ ଗଡାଣ ସବୁତ ଦେଖିଛ
ତଥାପି ହେଜୁନ ଚିତ୍ତେ
ଯାହାର ଆଦର ସ୍ନେହରେ ବଢିଛ
ସେ ହେଲା ସାତପର
ମିଛ ମରିଚିକା ପଛେ ଧାଇଁବାକୁ
ହୁଅ ଡହଳ ବିକଳ
ପାଣି ଫୋଟକା ପରି ଏ ଜୀବନେ
କିଏ ବା କିସ ନେଇ ଯିବ
ଜୀଇଁ ଥାଉ ଥାଉ ତୁଣ୍ଡରେ ନଦେଇ
ବେଣା ମୁଣ୍ଡେ ଦେଲେ କି ଲାଭ
ପ୍ରେମତ ଦୁର୍ଲଭ ଅଧୁନା ସମାଜେ
ପାଶ୍ଚାତ୍ୟ ନିଶା ଘାରିଛି
ଚାକଚକ୍ୟ ସଭ୍ୟତା ଆଳରେ
ମଣିଷ ପଣିଆ ହଜି ଯାଇଛି
🌹🌹🌹🌹
ଜମ୍ବେଶ୍ବରପୁର, ବାଲେଶ୍ବର
ଉଠାଣ ଗଡାଣ ସବୁତ ଦେଖିଛ
ତଥାପି ହେଜୁନ ଚିତ୍ତେ
ଯାହାର ଆଦର ସ୍ନେହରେ ବଢିଛ
ସେ ହେଲା ସାତପର
ମିଛ ମରିଚିକା ପଛେ ଧାଇଁବାକୁ
ହୁଅ ଡହଳ ବିକଳ
ପାଣି ଫୋଟକା ପରି ଏ ଜୀବନେ
କିଏ ବା କିସ ନେଇ ଯିବ
ଜୀଇଁ ଥାଉ ଥାଉ ତୁଣ୍ଡରେ ନଦେଇ
ବେଣା ମୁଣ୍ଡେ ଦେଲେ କି ଲାଭ
ପ୍ରେମତ ଦୁର୍ଲଭ ଅଧୁନା ସମାଜେ
ପାଶ୍ଚାତ୍ୟ ନିଶା ଘାରିଛି
ଚାକଚକ୍ୟ ସଭ୍ୟତା ଆଳରେ
ମଣିଷ ପଣିଆ ହଜି ଯାଇଛି
🌹🌹🌹🌹
ଜମ୍ବେଶ୍ବରପୁର, ବାଲେଶ୍ବର
Sent from my Samsung Galaxy smartphone.
