
ଉତ୍କଳ ଦିବସ ଆମେ
ପାଳୁଛୁ ହରସେ
ସ୍ମୃତିରେ ସେ ମହାନାୟକଙ୍କ
ଚିତ୍ରପଟ୍ଟ ଭାସିଆସେ
ତ୍ୟାଗ ବଲିଦାନର
ରୂପ ଏ ଉତ୍କଳ
ଗଙ୍ଗାଠାରୁ ଗୋଦାବରୀ
ଯାର କାୟା ଥିଲା ବିସ୍ତାର
ହଜିଛି ସେ ଗୌରବ
ହଜିଛି ସେ ଗାଥା
ବଂଗ ବିହାରୀ ତେଲଙ୍ଗାଙ୍କ
ଲହଲହ ଜିହ୍ବାର ବାରତା
ମନେ ପଡିଲେ ସେ କଥା
ହୃଦ ଯାଏ ବିଦାରି
ଆଖି ଆଗେ ଛାଇ ଯାଏ
ଦୁଃଖର କୁହୁଡି
ଏବେବି ଖରସୁଆଁ ଷଢେଇକଳା
ରହିଛି ଆମଠୁ ଦୁରେଇ
କୋରାପୁଟର କିଛି ଅଞ୍ଚଳେ
ତେଲେଙ୍ଗା ଆଖେଇଲାଣି
ସ୍ବାଭିମାନର ଭାଷା
ବୁଝୁଛି ଆଜି କିଏ
କୁରୁସି ଭିଡା ଭିଡିରେ
ଆମ ଦିନ ବିତିଯାଏ ।
😴
ଜମ୍ବେଶ୍ବରପୁର,ବାଲେଶ୍ବର
ସ୍ମୃତିରେ ସେ ମହାନାୟକଙ୍କ
ଚିତ୍ରପଟ୍ଟ ଭାସିଆସେ
ତ୍ୟାଗ ବଲିଦାନର
ରୂପ ଏ ଉତ୍କଳ
ଗଙ୍ଗାଠାରୁ ଗୋଦାବରୀ
ଯାର କାୟା ଥିଲା ବିସ୍ତାର
ହଜିଛି ସେ ଗୌରବ
ହଜିଛି ସେ ଗାଥା
ବଂଗ ବିହାରୀ ତେଲଙ୍ଗାଙ୍କ
ଲହଲହ ଜିହ୍ବାର ବାରତା
ମନେ ପଡିଲେ ସେ କଥା
ହୃଦ ଯାଏ ବିଦାରି
ଆଖି ଆଗେ ଛାଇ ଯାଏ
ଦୁଃଖର କୁହୁଡି
ଏବେବି ଖରସୁଆଁ ଷଢେଇକଳା
ରହିଛି ଆମଠୁ ଦୁରେଇ
କୋରାପୁଟର କିଛି ଅଞ୍ଚଳେ
ତେଲେଙ୍ଗା ଆଖେଇଲାଣି
ସ୍ବାଭିମାନର ଭାଷା
ବୁଝୁଛି ଆଜି କିଏ
କୁରୁସି ଭିଡା ଭିଡିରେ
ଆମ ଦିନ ବିତିଯାଏ ।
😴
ଜମ୍ବେଶ୍ବରପୁର,ବାଲେଶ୍ବର
Sent from my Samsung Galaxy smartphone.
