ନିଦାଘ - ସନ୍ତୋଷ ସାମଲ

0
ଵିଚିତ୍ର ଏଇ ଦୁନିଆରେ
ଛଅଋତୁ,ଵାର ମାସ
ଗ୍ରୀଷ୍ମ,ଵୈଶାଖ,ଜ୍ୟେଷ୍ଟ ମାସ
ପ୍ରଚଣ୍ଡ ରୈଦ୍ର ପରକାଶ
ଅଭିର ରଙ୍ଗ ନେଇ ଆସେ ଦୋଳ
ଏଇ ଠୁ ଆରମ୍ଭ ଗ୍ରୀଷ୍ମ କାଳ ...।
ପୃଥିଵୀ ପୃଷ୍ଠ କୁ ଅଭିନନ୍ଦନ ଦେଇ
ଵୈଶାଖ ଯେଵେ ଆସେ
ରାମ ନଵମୀରେ ପୂଜା ପାଠ କରି
ରାମଲିଳା ଆଖଡା ଵସେ
ଓଡିଆ ନଵ ଵରଷ ପାଳି
ଘରେଘରେ ପିଠାପଣା
ରଙ୍ଗବେରଙ୍ଗରପତାକା ହେଇଚିଦେଖ ଟଣା ...।
ଵୈଶାଖ ପରେ ଜ୍ୟେଷ୍ଟ ଆସେ
ଅକ୍ଷୟ ତୃତୀୟାରେ ଚାଷୀ ଅନୁକୂଳ ନେଇ ଵିଲ କୁ ଆସେ
ବୁଣି ଦେଇଯାଏ ଵିହନ,ଵରଷକ ପାଇଁ ହୁଏ ଧାନ ...।

ସନ୍ତୋଷ ସାମଲ
ଜାଗମରା, ଖଣ୍ଡଗିରି, ଭୁଵନେଶ୍ଵର - ୩୦
ଦୂରଭାଷ- ୯୦୪୦୫୮୪୬୨୩

Post a Comment

0Comments
Post a Comment (0)