
ସାତ ଫେରାର ବନ୍ଧନ
ସାତ ଜନ୍ମ ର ମିଳନ
ସାତ ସଂଖ୍ୟା ମୂଲ୍ୟବାନ
ନୂଆ ଛୁଆକୁ ଦେଖନ୍ତି
ସାତ ବର୍ଷ କୁ ଜଗନ୍ତି
ନୂଆ ବୋହୁ କୁ ଚିହ୍ନନ୍ତି
ସାତ ବର୍ଷ କୁ ମାନନ୍ତି |
ଶ୍ରୀ ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର
ଭୂବନେଶ୍ୱର - ୭୫୧୦୨୧
ମୋବାଇଲ - ୯୯୩୭୨୬୮୦୧୨

[Use latest version of web browsers for better optimization & browsing experience of this website.]