
ଜାଗ୍ରତ ମୁହିଁ ଦେଶ ସେବା ପାଇଁ
ହାତରେ ବନ୍ଧୁକ ଧରି,
ନିପାତ କରିବି ଶତ୍ରୁ ସୈନ୍ୟ
ଜାତୀୟତା ଭାବ ବରି ll
କିଏ ହେବ ମୋର ସରି,
ହାତରେ ବନ୍ଧୁକ ଧରି,
ନିପାତ କରିବି ଶତ୍ରୁ ସୈନ୍ୟ
ଜାତୀୟତା ଭାବ ବରି ll
କିଏ ହେବ ମୋର ସରି,
ଦେଶ ସେବା ପାଇଁ ଯାଉ ଏ ଜୀବନ
ତାହାର ବନ୍ଦନା କରି ll
ଯା ପାଣି ପବନ ମୋ ପାଇଁ ଚନ୍ଦନ
ଯା ମାଟି ମୋ ପାଇଁ ସୁନା,
ଯାର ଗୌରବ ଯଶ ସୌରଭ
ଯୋଗାଏ ମନେ ପ୍ରେରଣା ll
ସେ ମାଟିକୁ ଥରେ ଅନା,
ତା ଦେହରୁ ଫଳି ସୁନାର ଫସଲ
ଯୋଗାଉଛି ଦାନା କନା ll
ତାହାର ବନ୍ଦନା କରି ll
ଯା ପାଣି ପବନ ମୋ ପାଇଁ ଚନ୍ଦନ
ଯା ମାଟି ମୋ ପାଇଁ ସୁନା,
ଯାର ଗୌରବ ଯଶ ସୌରଭ
ଯୋଗାଏ ମନେ ପ୍ରେରଣା ll
ସେ ମାଟିକୁ ଥରେ ଅନା,
ତା ଦେହରୁ ଫଳି ସୁନାର ଫସଲ
ଯୋଗାଉଛି ଦାନା କନା ll
କୌଶିକ କୁମାର ହୋତା,
ନବମ ଶ୍ରେଣୀ,
କେରଳ ପବ୍ଲିକ ସ୍କୁଲ,
ରାଇରଙ୍ଗପୁର, ମୟୁରଭଞ୍ଜ
