
ପୃଥିବୀ ପୃଷ୍ଠର ପ୍ରଥମ ଆଲୋକ
ଦେଖିଲି ଯାହା ପାଇଁ
ମନର ଆବେଗ କହିବା ଆଗରୁ
ବୁଝି ଯାଇ ଥା ଏ ଯିଏ
ପାଦରେ ମୋର କଣ୍ଟା ଫୋଡି ହେଲେ
କଷ୍ଟ ହୋଇଥାଏ ଯାହାକୁ
ବିନା ସ୍ୱାର୍ଥରେ ସହିଥାଏ
ସବୁ ଅଳି ଅର୍ଦ୍ଦଳି ମୋର
ସେ ମା ଅଟେ ମୋର
ତାଠାରୁ ବଳି ବଡ଼ ଦେବତା ନାହିଁ
ତା ପାଦେ ଶରଣ ମୋର
Ranjan Kumar Naik
Angul
Teacher in Govt Primary School
Biramaharajpur
