
ମଣିଷ ଜୀବନ ଏମିତିକା ପଥ
କେବେ ସୁଖ ପୁଣି କେବେ ଆସେ ଦୁଃଖ।
କେଜାଣି କାହାର ଜୀବନରେ କେବେ
ହସ ଆସେ ପୁଣି ଦୁଃଖ ଆସେ କେବେ।
କେବେ କେଉଁ ବାଟେ ଯାଏ ଏ ମଣିଷ
କେବେ କାନ୍ଦଆଉ କେବେ ଆସେ ହସ।
ଜୀବନଜଞ୍ଜାଳ ଦହିଯାଏ ମନ
ଦୁଃଖରେ ସୁଖରେ ବିତେ ଏ ଜୀବନ।
ଜୟସେନ ପ୍ରାଧାନ
ମାଳତେନ୍ତୁଳିଆ, ପୋଲସରା, ଗଂଜାମ

[Use latest version of web browsers for better optimization & browsing experience of this website.]