
ଗୋଟିଏ ଅସ୍ଥାୟୀ ଜୀବନରେ
ସବୁ ଆମେ ସ୍ଥାୟୀ ଦରକାର କରେ
ଯାହା ତ ବୁଣି ଥିବୁ
ତାହାହିଁ ତ ପାଇବୁ
ସୁଖ ଦୁଃଖ ସବୁ କର୍ମ ଫଳ
ଯେତିକି କର୍ମ ସେତିକି ଫଳ |
ସବୁ ଠାରୁ ବଡ ପୂଜା
ବାପା ମାଂକ ସେବା
ଭାଗ୍ୟବାନଂକୁ ମିଳେ ସୁଯୋଗ
ଦୂରେଇ ଦେଲେ ଅଯୋଗ୍ୟ
ସ୍ବର୍ଗର ଦ୍ବାର ଖୋଲି ଯିବ
ଯାହା କରିଥିବ ମିଳିଯିବ |
ନିଜ ଲୋକକୁ ଯେ ଦୂରେଇ ଦିଏ
ଜଣା ଅଜଣାରେ ହାଏ ଲାଗିଯାଏ
କର୍ମ ଆମକୁ ଖ୍ୟମା କରି ଦେବ
କର୍ମ ଆମକୁ ଆଗକୁ ନେବ |
ଶ୍ରୀ ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର
ଭୂବନେଶ୍ୱର - ୭୫୧୦୨୧
ମୋବାଇଲ - ୯୯୩୭୨୬୮୦୧୨
