ବେଳ୍ ବୁଡ଼ି ଗଲେ ତୋର୍ କଥା, ମନେ ପଡ଼ି ଯାଏସି
ଦୁଇ ଆଖି ନୁ ମୋର୍ ଦୁଇ ଧାର୍ ପାଏନ୍, ଝର୍ ଝର୍ ଝରି ପଡ୍ ସି.....!

କହି ଥିଲୁ ମତେ ସାତ୍ ଜନମ୍ ଜେକ୍, ସାଙ୍ଗେ ରହେମା ବଲି
ହେଲେ ମତେ ତୁଇ ଅଧା ବାଟେ, ଏକ୍ଲା କରି ଗଲୁ ଚାଲି....!

ତତେ ଦେଖମି ବଲି ସବୁ ଦିନେ, ତନାବନା ହେଇ ଯାଏସି
ହେଲେ ତୁଇ କାନା ଆଉ ମିଳବୁ ମତେ,ତୋର୍ କଥା ସୋର୍ କରି ଶୁଇଁସି....!

ସମୀର କୁମାର ମହାମଲ୍ଲୀକ, କନିଷ୍ଠ ଶିକ୍ଷକ 
ବିରାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,
ବିରାମାଲ, ଧର୍ମଗଡ଼, କଳାହାଣ୍ଡି