ଛୋଟ ଗୋଟିଏ ଆଲିଂଗନ
ବଡ ଖୁସି କରେ ପ୍ରଦାନ
ଛୋଟ ଟିଏ ମହମବତୀ
ଦୂର କରେ ଅଂଧାର ରାତି
ଛୋଟ ଛୋଟ ସ୍ମୃତି ସଂଭାର
ଜୀବନ ଯାକ ଉଜାଗର
ଛୋଟ ଛୋଟ ମହତ ବାଣୀ
ବଡ ଗ୍ୟାନ ଦିଅଇ ଆଣି |
ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧
ଛୋଟ - ରମାକାନ୍ତ ମିଶ୍ର
September 15, 2018
0
