ପୁରୁଷାର୍ଥ - ରମ।କାନ୍ତ ମିଶ୍ର

0
ଭଗବାନ ସବୁ ଦେଇ ଛନ୍ତି
ଭଗବାନ ହିଁ ସବୁକିଛି ଦେବେ
କିନ୍ତୁ ସେଥିପାଇଁ କର୍ମ
କରି ଯିବାକୁ ହେବ
ମନ୍ଦିରରେ ବସି ଦିନଯାକ
ଭଗବାନଙ୍କୁ ଡାକିଲେ
ପେଟ ପୁରି ଯିବ ନାହିଁ
ଦୁଇ ହାତରେ ଦଶ ପଟ
ମୁଦି ପିନ୍ଧି ଦେଲେ
ବେକରେ ଚାରିକାତ
ମIଳ ପକାଇ ଦେଲେ
ଦୁଇ ହାତରେ ପ୍ରଭୁଙ୍କର
କଙ୍କଣ ପିନ୍ଧି ଦେଲେ
ସବୁ ଗ୍ରହ ଦୋଷ କଟି ଯାଇ
ଆପେ ଆପେ ପ୍ରଭୁଙ୍କର
ଶୂନ୍ୟେ ଶୂନ୍ୟେ ସବୁ ହେବ ନାହିଁ
ସୁପ୍ତ ସିଂହ ର ମୁହଁରେ ଆପେ
ଆସି ଶିକାର ଜୁଟି ଯାଏ ନାହିଁ
ସେଥିପାଇଁ ପୁରୁଷାର୍ଥ କରିବାକୁ ହୁଏ
ନ ହେଲେ ଅପରକୁ ଦୋଷ ଦେଇ
ମନକୁ ଖାଲି ଶାନ୍ତ କରିବାକୁ ହୁଏ I


ଶ୍ରୀ ରମ।କାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧

Post a Comment

0Comments
Post a Comment (0)