ଜୟଗାନ - ରମାକାନ୍ତ ମିଣ୍ର

0
ଫୁଲ ଫୁଟେ ବଗିଚା ରେ
ସେ କି କେବେ ବିଚାରେ
ଯିବ ପ୍ରୃଭୁଂକ ଲାଗି ମନ୍ଦିର
ଯିବ ସେ ଗଣିକା ର ଘର
ଜୀବନ ଆସେ ଦୁନିଆ ରେ
ଜାଣେନି କି ହେବ ପରେ
ଛାଡି ସବୁ ରାଗ ଅଭିମାନ
ହସି କର ଜୀବନ ଜୟଗାନ |

Post a Comment

0Comments
Post a Comment (0)