ପ୍ରକୃତି କୁ କରନ୍ତୁ ପୂଜନ
ନ କରନ୍ତୁ ଏହାର ହନନ
ନିଜ ପଦ କରିବ ଛେଦନ
ଆମର ଏହି ଦୁସ୍ତ ବ୍ୟସନ
ବୃଖ୍ୟ ଦେବତାଂକୁ କର ପୂଜା
ଜଗର୍ନ୍ନାଥ ଆମ ବୃଖ୍ୟ ରଜା
ଗଛକୁ କର ଜୀବନ ଧ୍ବଜା
ପ୍ରକୃତିରେ ରହି ଥିବ ମଜା |
ରମାକାନ୍ତ ମିଶ୍ର
ପ୍ରକୃତି - ରମାକାନ୍ତ ମିଶ୍ର
August 13, 2018
0
[Use latest version of web browsers for better optimization & browsing experience of this website.]