ଆନନ୍ଦ - ରାମାକାନ୍ତ ମିଶ୍ର

0
ଆନନ୍ଦ ନାହିଁ ବାହାରେ
ଆନନ୍ଦ ନାହିଁ ଧନ ସମ୍ପତ୍ତିରେ
ଆନନ୍ଦ ନାହିଁ ପାଖ ଲୋକଙ୍କ ଠାରେ
ଆନନ୍ଦ ନାହିଁ ମଠ ମନ୍ଦିରରେ
ଆନନ୍ଦ ମିଳିବ ଅନ୍ତର ଭିତରେ
ଖୋଜି ବୁଲୁ ତାକୁ ବାହାରେ ବାହାରେ ।


ରମାକାନ୍ତ ମିଶ୍ର

Post a Comment

0Comments
Post a Comment (0)