ସାହସୀ ହେଲେ ଶକ୍ତି ବଢେ
ଖୁସି ରହିଲେ ଏକତା ବଢେ
ଭଲ ପାଇଲେ ବଢି ଚାଲେ
ସମ୍ବନ୍ଧ ବଢେ ଯତ୍ନ ନେଲେ
ଆସନ୍ତୁ କରିବା ଯତନ
ମିଳି ଯିବେ ବନ୍ଧୁ ରତନ I
ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର
ଭୂବନେଶ୍ୱର - ୭୫୧୦୨୧
[Use latest version of web browsers for better optimization & browsing experience of this website.]