ମୁଁ ଆଉ ତୁମେ - ସନ୍ତୋଷ ପଟ୍ଟନାୟକ

0
ଜୀବନ ପୃଷ୍ଠାରେ ଲେଖାଟିଏ ମୁଁ
ତୁମେ'ମୋ କଲମ କାଳି
ମନ ଆଇନାରେ ଚିତ୍ରପଟ୍ଟ ଟେ ମୁଁ
ତୁମେ ରଙ୍ଗଭିଜା ତୂଳୀ.....

ତୁମେ ମେଘମାଳା ମୁଁ' ତୁମ ମହ୍ଲାର
ଆମ୍ଭ ପ୍ରଣୟ ଗଗନେ
ମୁଁ' ନନ୍ଦନ ବନ ତୁମେ ପାରିଜାତ
କୋଟିଏରେ ତୁମେ ଜଣେ...



ବେଗୁନିଆପଡାବ୍ଳକ୍, ତିରିଡା, ଗଞ୍ଜାମ

Post a Comment

0Comments
Post a Comment (0)