ଆମ ଶକ୍ତି - ରମାକାନ୍ତ ମିଶ୍ର

0
ଆମେ ଭିତରୁ ଶକ୍ତ ଯେବେ ଆମକୁ ନିଜର ଦୁର୍ବଳତା ଜଣା ଅଛି
ଆମେ ସୁନ୍ଦର ଯେବେ ଆମକୁ ନିଜର ଭୁଲ ଗୁଡିକ ଜଣା ଅଛି
ଆମେ ବୁଦ୍ଧିମାନ ଯେବେ ଆମେ ନିଜ ଭୁଲ ରୁ ଶିକ୍ଷା ଲାଭ କରିଛୁ
ଜୀବନ ହେଉଛି ଗୋଟିଏ କଳା ଯାହାକୁ ଅଲିଭା କରି ଅଙ୍କାଯାଏ
ସାବଧାନ ହେବା ଜୀବନର ଛୋଟ ଛୋଟ ସ୍ବପ୍ନ ଗୁଡିକର ପୂରଣ ଯାଏ
ଆମର ବୟସ ଯାହା ହୋଇ ଥାଉ ଯଦି କାଲିର ରୂପରେଖ କରି ପାରୁଛୁ
ତେବେ ଏବେବି ଆମର ଅନେକ ଶକ୍ତି ଅଛି ତାକୁ ପାଇ ପାରିବାକୁ


ରମାକାନ୍ତ ମିଶ୍ର

Post a Comment

0Comments
Post a Comment (0)