ମଣିଷ ମୀନ - ରମାକାନ୍ତ ମିଶ୍ର

0
ମଣିଷ ଆମେ ଭିଡ ଭିତରର
ଭିଡ ହିଁ ଆମକୁ ଲାଗେ ନିଜର
ଭିଡ଼ରୁ ବାହାର କଲେ କାହାକୁ
ନେଇ ଯିବା ତାର ମୂଳ ଅସ୍ତିତ୍ବ କୁ
ଯେପରି ପାଣି ରୁ କାଢ଼ିଲେ ମୀନକୁ ।


ରମାକାନ୍ତ ମିଶ୍ର

Post a Comment

0Comments
Post a Comment (0)