ଶିରୀମନ୍ଦିରକୁ ଫେରିବେ ସାଆନ୍ତେ
ବଡ଼ଦାଣ୍ଡ ଜଳାନବ
ଦର୍ଶନ ପାଇଁକି ଆସିଲେକି ଆଉ
ସ୍ବୟଂସେ ବରୁଣ ଦେବ....!!!
ମନରେ ସଂଶୟ ମାଳିକା ବଚନ
ସତେକି ବା' ସତ୍ୟହେବ
କଳ୍କୀ ଅବତାରେ ଏହିଠାରୁ କିବା
ଭକ୍ତଦୁଃଖ ପ୍ରଶମିବ....!!
ଭକତ ଲୁହରେ ହେଲାକି ପ୍ରଳୟ !
କିବା ରୋଷ ଇନ୍ଦ୍ରଦେବ
କହରେ କାଳିଆ ଇଛାକି ତୋହର
ପହଣ୍ଡି ନାବରେ ହବ....!!!
କହରେ କାଳିଆ ଇଛାଟା ତୋହର - ସନ୍ତୋଷ ପଟ୍ଟନାୟକ
July 23, 2018
0
