ଅଂଟା ମଲକେଇ ବେନି ହଲେଇ
ଟରୋ ଟରୋ ଚାଲିଗଲା
ସୁଲ୍-ହ ବୟସୀ ମୋର ଦି ଦେଖି
ମୁଳ୍ କିନା ହସିଦେଲା
ଗଲା ଗଲା ଗଲା,,ଗଲାରେ...ଗଲା
ଦିଲ ମୋର ଦିୱାନା ହେଲ ।
ମୋର ମନ ମଏନା ଉଡିଉଡି ବୁଲି
ତାର ମନ ଡ଼ାଲେ ବସେ
କାଗଜ ଫୁଲ ବି ତାର ମହକନେ
ଗୁଲା ଫୁଲ ଲେଖେ ଵାସେ
ସେ ହଳଦୀମାଖିର୍ ଗୁଲାପି ଓଠେ
ଦିଲ ମୋର ବାଇ ହେଲା ...
ଗଲା ଗଲା ଗଲା,,,ଗଲାରେ....ଗଲା
ଦିଲ ମୋର ଦିୱାନା ହେଲା ।
କୁଇଲିକଣ୍ଠି ଗୋ ଦିଲ କେ ସିଧା
ଭେଦି ଜିସି ତୋର କଥା
ରାତି ସାରା ମତେ ଝୁମୁରା ନାଇଁ ଗୋ
ସପନେ କରୁଛୁ ଅଥା
ଦିଲ ଦିୱାନି ତୁଇ ହେଇଜା ନ ମୋର
କେତେ କରୁ ଗୁଲ୍-ଗୁଲା ...
ଗଲା ଗଲା ଗଲା,,,ଗଲାରେ....ଗଲା
ଦିଲ ମୋର ଦିୱାନା ହେଲା ।
ଫିରୋଜ୍ କୁମାର ପଟେଲ
ଅବନକେଲା, ସୁନ୍ଦରଗଡ-୧୯
ଦିଲ ମୋର ଦିୱାନା ହେଲା - ଫିରୋଜ କୁମାର ପଟେଲ
July 20, 2018
0
