ଏକା ସାହା ଜଗନ୍ନାଥ - ଦେବବ୍ରତ ଜେନା

0
ଜୀବନର ରଥ ବାହି ମୁଁ ଚାଲିଛି
କିଏ ଜାଣେ କେବେ ଅଟକିବ
ଏତିକି ପ୍ରାର୍ଥନା କାଳିଆ ସାଆନ୍ତେ
ତୋ ନାମ ଗାଈ ଯାଉ ଜୀଵ ।।
ସୁଖର ସାରଥୀ ଦୁଃଖର ତୁ ସାଥି
ତୁ ମୋ ଜୀବନ ପ୍ରାଣ ସିନ୍ଧୁ
ତୋ ଗୁଣ କୀର୍ତ୍ତନ କରୁଥିବି ମୁହିଁ
ଥିବା ଯାଏ ଶେଷ ରକ୍ତ ବିନ୍ଦୁ ।।

Post a Comment

0Comments
Post a Comment (0)