ନିଜତ୍ଵ - ରମାକାନ୍ତ ମିଶ୍ର

0
ମଞ୍ଚ ଉପରେ ରଙ୍ଗ କରା ମୁହଁକୁ
ନେଇଯାଇ ନ ଥାନ୍ତି କେହି ଘରକୁ
ରଙ୍ଗକୁ ମୁହଁରୁ ଦେଇ ଛଡାଇ
ଫେରି ଆସନ୍ତି ନିଜ ରୂପ ନେଇ
ନିଜର ନିଜତ୍ବ ହିଁ ସବୁକିଛି
ତା ଛଡI ଆଉ ଆମର ନାହିଁ କିଛି ।


ରମାକାନ୍ତ ମିଶ୍ର

Post a Comment

0Comments
Post a Comment (0)