ସମସ୍ତେ ଯଦି ଖୁସୀ ତୁମ ଉପରେ
ତେବେ ନିଶ୍ଚିତ ଯେ ଜୀବନରେ
ତୁମେ ଅନେକ ବୁଝାମଣା କରିଥିବ
ଏବଂ ତୁମେ ଯଦି ସମସ୍ତଙ୍କ ଉପରେ ଖୁସୀ
ତେବେ ଅନେକଙ୍କର ଅନେକ ଭୁଲ କୁ
ଭୁଲି ଯିବା ପାଇଁ ବୁଝାମଣା କରିଥିବ ।
ରମାକାନ୍ତ ମିଶ୍ର
[Use latest version of web browsers for better optimization & browsing experience of this website.]