ସାଙ୍ଗହେଇ ସ୍କୁଲ ଯିବା ,
ସ୍କୁଲ ପାଚେରିକରେ
ଲାଲ କୃଷ୍ଣଚୂଡ଼ାର ଛାଇରେ
ଇତିହାସ ପଢିବା |
ପୁଣିଥରେ ଖେଳିବା
ରାଜାରାଣୀ ବୋହୁଚୋରି
ଗପିବା ଅଗନାଅଗନି ବନସ୍ତ
ରାଜାରାଣୀ ଆଉ କେତେ
ବୁଢ଼ୀ ଅସୁରୁଣୀ କଥା
ସୂର୍ଯ୍ୟ ତେଣେ ଆସୁଥିବେ ନଇଁ
ପୁଣିଥରେ ବାରଣାରୁ
ତୋଳିଦେବି ବିରହୀ କଇଁ |
ଚେନ୍ନାଇ, ତାମିଲନାଡୁ
ଚେନ୍ନାଇ, ତାମିଲନାଡୁ
[Use latest version of web browsers for better optimization & browsing experience of this website.]