ଗାଆଁ ନୁହେଁ ସେ ମୋଅରି ମାଆ
ତା' ବିଲ ବଣ ନଈ ସରଗ ସମ
ପ୍ରବାସେ ଦେହ ମୋ' ଗାଆଁରେ ମନ
ବାରି ଆମ୍ବଡାଳେ କୋଇଲିର ତାନ
ସଞ୍ଜଫେରା ସେଇ ବଇଁଶୀର ସ୍ବନ
ଅଭୁଲା ସେ ସ୍ମୃତି ଭୁଲିନି ଏ' ମନ
ଶେଷ ଇଚ୍ଛା ସେଇ ଗାଆଁ ଶ୍ମଶାନ...
ସନ୍ତୋଷ ପଟ୍ଟନାୟକ,
ବେଗୁନିଆପଡା଼ ବ୍ଳକ, ତିରିଡା଼, ଗଞ୍ଜାମ
ସନ୍ତୋଷ ପଟ୍ଟନାୟକ,
ବେଗୁନିଆପଡା଼ ବ୍ଳକ, ତିରିଡା଼, ଗଞ୍ଜାମ
[Use latest version of web browsers for better optimization & browsing experience of this website.]